thumbnail

ପ୍ରଥମେ ପ୍ରେମ, ଏବେ ମିମିରେ ଫସିଲେ ବିବେକ

By

Published : May 21, 2019, 2:40 PM IST

ହାଇଦ୍ରାବାଦ: ରାଜନୀତି ଫଳାଫଳକୁ ନେଇ ସାରାଦେଶ ଏବେ ସରଗରମ ଥିବାବେଳେ ଏକଜିଟ ପୋଲ ସମ୍ବନ୍ଧୀୟ ଗୋଟିଏ ମିମିକୁ ନେଇ ତେଜିଛି ବିବାଦ । ଗତକାଲି ଅଭିନେତା ବିବେକ ଓବରୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗୋଟିଏ ମିମି ସେୟାର କରିଥିଲେ, ଯାହାକୁ ନେଇ ଏବେ ଜୋରଧରିଛି ଚର୍ଚ୍ଚା ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.