ପୁରୀରେ ସାପ୍ତାହିକ ସଟଡାଉନ କଡାକଡି, ଦେଖନ୍ତୁ ଭିଡିଓ

By

Published : Jul 18, 2020, 3:47 PM IST

thumbnail

ପୁରୀ: ରାଜ୍ୟରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ଆଉ ଏପଟେ ସଂକ୍ରମଣ ଚେନ ଭାଙ୍ଗିବାକୁ ପୁରୀରେ ସାପ୍ତାହିକ ସଟଡାଉନ କଡାକଡି । ଶନିବାର ଓ ରବିବାର ସଟଡାଉନକୁ କଡାକଡି କରିଛି ଜିଲ୍ଲା ପ୍ରଶାସନ । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ରିପୋର୍ଟର ଶକ୍ତି ପ୍ରସାଦ ମିଶ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.