ଧର୍ମ ମାସରେ କାର୍ତ୍ତିକ ବ୍ରତର ମହିମା - srimandira

🎬 Watch Now: Feature Video

thumbnail

By

Published : Nov 1, 2020, 1:32 PM IST

ଆଜିଠୁ ପବିତ୍ର କାର୍ତ୍ତିକ ମାସର ବ୍ରତ ଆରମ୍ଭ । ବ୍ରତଧାରୀ ମାନେ ସକାଳୁ ସ୍ନାନ କରି ଚଉରା ମୂଳେ ସଂକଳ୍ପ ନେଇ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ଏକ ମାସ ଧରି ନିଷ୍ଠାର ସହ ମହା ପ୍ରସାଦ ସେବନ କରି ଚଉରା ମୂଳେ ରାଇ ଦାମୋଦର ପୂଜା କରି ପାଳନ କରିବେ କାର୍ତ୍ତିକ ବ୍ରତ । ତେବେ ଏହି କାର୍ତ୍ତିକ ମାସରେ କାହିଁକି କାର୍ତ୍ତିକ ବ୍ରତ କରାଯାଏ ଓ ଏହି ପବିତ୍ର ମାସରେ ଶ୍ରୀମନ୍ଦିରରେ କଣ ମହାପ୍ରଭୁଙ୍କର ନୀତି ହୋଇଥାଏ, ଆସନ୍ତୁ ବିସ୍ତୃତ ଭାବେ ଜାଣିବା ବରିଷ୍ଠ ସେବାୟତ ଡାକ୍ତର ଶରତ ମହାନ୍ତିଙ୍କଠାରୁ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.