ଦେଖନ୍ତୁ ପ୍ରକୃତିର ମନଲୋଭା ଦୃଶ୍ୟ... - ପ୍ରାକୃତିକ ସୌନ୍ଦର୍ଯ୍ୟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10089927-thumbnail-3x2-bird.jpg)
ବ୍ରହ୍ମଗିରି: ପ୍ରକୃତିର ମନଲୋଭା ଦୃଶ୍ୟ। ମୁକ୍ତା ପରି ସ୍ବଛ ଦିଶୁଥିବା ଜଳରାଶିରେ ବିହଙ୍ଗଙ୍କ ଜଳକ୍ରୀଡା। ପକ୍ଷୀଙ୍କ କଳରବ ଶାନ୍ତ ପରିବେଶକୁ ଆହୁରୀ ମତୁଆଲା କରୁଛି। ଆଉ ଦଳ ଦଳ ହୋଇ ଦୂର ଦିଗବଳୟକୁ ଉଡିଯାଉଥିବା ଏହି ପକ୍ଷୀଙ୍କ ଶୋଭାରାଜି ସତେ ଯେମିତି ମୁକ୍ତ ଆକାଶରେ ମୁକ୍ତ ବିହଙ୍ଗଙ୍କ ମୁକ୍ତା ପରି ରୂପରାଜିକୁ ଦେଖାଉଛି। ଏହି ଦୃଶ୍ୟ ଥରେ ଆଖିରେ ପଡିଗଲେ ଯେକେହି ବି ପ୍ରକୃତି ପ୍ରେମରେ ଦିୱାନା ହୋଇଯିବେ।