ଝିଅର ମୃତଦେହକୁ 24 ଘଣ୍ଟା ଧରି ବୁଲିଲା ବାପା - boudha
🎬 Watch Now: Feature Video
ବୌଦ୍ଧ: ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ ପାରୁନି ବାପା । ଜୀବନ ବଞ୍ଚାଇବାକୁ ଅନ୍ଧବିଶ୍ବାସକୁ ବିଶ୍ବାସ କରିଛି ମୃତ ଝିଅର ବାପା । 24 ଘଣ୍ଟା ଧରି ମୃତଦେହକୁ ବାରଦ୍ବାର ବୁଲି ନିରାଶ ହେବା ପରେ ଶେଷରେ ଅନ୍ତେଷ୍ଟିକ୍ରିୟା କରିଛନ୍ତି ପରିବାରଲୋକେ । ଏ ଘଟଣା ବୌଦ୍ଧ ଜିଲ୍ଲା ସାମ୍ପୋଚ ପଞ୍ଚାୟତ ରଙ୍ଗମାଟିଆ ଗାଁରେ ।