thumbnail

ବାଲୁକା କଳାରେ ବିଶ୍ୱ ମହିଳା ଦିବସର ଶୁଭେଚ୍ଛା

By

Published : Mar 8, 2021, 7:59 AM IST

ପୁରୀ: ଆଜି ବିଶ୍ବ ମହିଳା ଦିବସ । ଏହି ଅବସରରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀ ପୁରୀ ବେଳାଭୂମିରେ ବାଲୁକା ଚିତ୍ର କଳା ତିଆରି କରି ବିଶ୍ବ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.