ସ୍କୁଲରେ ନାହିଁ ପାନୀୟଜଳର ବ୍ୟବସ୍ଥା, ପୋଖରୀରେ ପିଲା ଧୋଉଛନ୍ତି ଥାଳି - jharkhand school problem
🎬 Watch Now: Feature Video
ରାଞ୍ଚି: ତୃଣମୂଳସ୍ତରରେ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ଏପରିକି ପିଲାଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରିବା ପାଇଁ ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହାର ତୃଣମୂଳସ୍ତରରେ ନଗ୍ନ ରୂପ ଦେଖିବାକୁ ମିଳୁଛି । ଏହାର ନଗ୍ନ ଉଦାହରଣ ହେଉଛି ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ଗଁଡକ ଗ୍ରାମରେ ଥିବା ସରକାରୀ ସ୍କୁଲ ।