ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଭକ୍ତିମୟ ଦୃଶ୍ୟ - mangala alati
🎬 Watch Now: Feature Video

ପୁରୀ: ପ୍ରତ୍ୟେକ ଦିନ ପରି ଆଜି ବଡି ଭୋରରୁ ସେବାୟତ ଓ ପୂଜା ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହା ପରେ ପୂଜା ପଣ୍ଡା ହାତରେ ଦୀପ, ଘଣ୍ଟି ଧରି ମନ୍ତ୍ରୋଚରଣ ସହ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନିତି ସମ୍ପନ୍ନ କରିଛନ୍ତି । ଏହି ସମୟରେ ଉପସ୍ଥିତ ଥିବା ଅନ୍ୟ ସେବାୟତ ଓ ଶ୍ରଦ୍ଧାଳୁଙ୍କ ହୁଳହୁଳି ଓ ହରିବୋଲରେ ଭକ୍ତିମୟ ହୋଇ ଉଠିଛି ସମଗ୍ର ପରିବେଶ ।