ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଭିଡିଓ

By

Published : Dec 17, 2020, 7:45 AM IST

thumbnail
ପୁରୀ: ଆଜି ପ୍ରାତଃରୁ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି। ଏହାପରେ ବିଧି ବିଧାନ ସହକାରେ ସମଗ୍ର ବିଶ୍ବବାସୀଙ୍କ ମଙ୍ଗଳକାମନା କରି, ପୂଜା ପଣ୍ଡା ହାତରେ ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରିଛନ୍ତି। ଏହି ସମୟରେ ପାଖରେ ଥିବା ଅନ୍ୟ ସେବାୟତ ଓ ପୂଜା ପଣ୍ଡା ମାନେ ମଧ୍ୟ ପ୍ରଭୁ ପତିତପାବନଙ୍କୁ ସୁମରଣା କରିଥିଲେ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.