ପରିବାର ପ୍ରତିପୋଷଣର ନୂଆ ରାହା ‘ନଡିଆ ଲଡୁ’ - କେନ୍ଦୁଝର
🎬 Watch Now: Feature Video

କେନ୍ଦୁଝର: ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁର ମା’ ତାରିଣୀ । ବିଭିନ୍ନ ମାନସିକ ରଖି ଭକ୍ତ ବହୁ ଦୁରଦୁରାନ୍ତରୁ ଏଠାକୁ ନଡିଆ ପଠାନ୍ତି । ପୂର୍ବରୁ ଏହି ନଡିଆ ମାଙ୍କୁ ଲାଗି କରାଯିବା ପରେ ନଷ୍ଟ ହେଉଥିଲା । ହେଲେ ଏବେ ଏହି ନଡିଆ କିଛି ପରିବାରକୁ ସ୍ବାବଲମ୍ବୀ କରିବା ସହ ରୋଜଗାର ମାଧ୍ୟମ ପାଲଟି ଯାଇଛି ।