ମହାକାଳେଶ୍ବରରେ ପୂଜାର୍ଚ୍ଚନା, ନାହିଁ ଭକ୍ତଙ୍କ ଗହଳି ଚହଳି - ଉଜ୍ଜୈନର ମହାକାଳଶ୍ବର ମନ୍ଦିର

🎬 Watch Now: Feature Video

thumbnail

By

Published : Jul 6, 2020, 8:33 AM IST

ଭୋପାଲ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଉଜ୍ଜୈନର ମହାକାଳେଶ୍ବର ମନ୍ଦିରରେ ସକାଳ 4ଟା ରେ ଆଳତୀ କରାଯାଇଛି । କୋରୋନା କଟକଣା ମଧ୍ୟରେ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ମହାମାରୀ ଯୋଗୁଁ କାଉଡିଆଙ୍କୁ ବାରଣ କରାଯାଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.