ପଟିଦିଅଁଙ୍କ ମଙ୍ଗଳ ଆଳତୀ

By

Published : Jul 3, 2021, 7:18 AM IST

thumbnail

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ମହାସ୍ନାନ ପରେ ଶ୍ରୀଜିଉମାନେ ଜ୍ବରରେ ପୀଡ଼ିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ସେଠାରେ ରାଜବୈଦ୍ୟଙ୍କ ଦ୍ବାରା ସମ୍ପୂର୍ଣ୍ଣ ଆୟୁର୍ବେଦିକ ଉପଚାର ଚାଲିଛି । ଯାହାକି ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳାଖେଳାର ଅନ୍ୟ ଏକ ନିଦର୍ଶନ । ତେବେ ଅଣସର ପିଣ୍ଡିରେ ମହାପ୍ରଭୁ ରହିବା ସମୟରେ ତାଙ୍କ ସ୍ଥାନରେ ପୂଜା ପାଉଛନ୍ତି ପଟିଦିଅଁ। ଏନେଇ ତାଙ୍କର ଚାଲିଛି ମଙ୍ଗଳ ଆଳତୀ । ଦେଖନ୍ତୁ ସେହି ଭକ୍ତିମୟ ଦୃଶ୍ୟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.