thumbnail

By

Published : Oct 24, 2020, 11:12 AM IST

ETV Bharat / Videos

କର୍ଣ୍ଣାଟକରେ ବନ୍ୟା ବିତ୍ପାତ; ମୃତ୍ୟୁ ମୁହଁରୁ ନବଜାତକ ଉଦ୍ଧାର, ଦେଖନ୍ତୁ ଭିଡିଓ...

ବେଙ୍ଗାଲୁରୁ: ହାଇଦ୍ରାବାଦ, ମହାରାଷ୍ଟ୍ର ପରେ ଏବେ କର୍ଣ୍ଣାଟକରେ ବନ୍ୟା ପରିସ୍ଥିତି ଜାରି ରହିଛି । ଘରେ ରାସ୍ତାରେ ସବୁଆଡେ ପାଣି । କିଛିଦିନ ପୂର୍ବରୁ କର୍ଣ୍ଣାଟକ ବିଦାର ଜିଲ୍ଲା ମୋଗଡାଲା 4 ଶ୍ରମିକ ରାତି ସାରା ଗଛ ଉପରେ ଆଶ୍ରୟ ନେଇଥିଲେ । ଏବେ ଏମିତି ଏକ ଭିଡିଓ ସାମନାକୁ ଆସିଛି ଯେଉଁଠି ଘରେ ପାଣି ପସି ଯାଇଥିବା ହେତୁ କଅଁଳ ନବଜାତକକୁ ମୃତ୍ୟୁ ମୁହଁରୁ ବଞ୍ଚାଉଛନ୍ତି ଜଣେ ବ୍ୟକ୍ତି । ପାଣିରେ ବୁଡି ଶିଶୁଟିକୁ ଉଦ୍ଧାର କରାଯାଉଥିବା ଦୃଶ୍ୟ ଅତ୍ୟନ୍ତ ଦୟନୀୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.