ଓଡିଶା ଲୋକଙ୍କ ହୃଦୟରେ ରହିଛି ହକି: କ୍ୟାପଟେନ ରାନୀ ରାମପାଲ୍ - hocket team press meet
🎬 Watch Now: Feature Video

ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ ଅଂଶଗ୍ରହଣକାରୀ ହକି ଟିମ ଇଣ୍ଡିଆକୁ ସ୍ବାଗତ କରୁଛି ଓଡିଶା । ଓଡିଶା ଲୋକଙ୍କ ହୃଦୟରେ ହକି ରହିଛି, ଓଡିଶାରେ ଖେଳିଲେ ଆମେ କେବଳ ୧୧ଜଣ ନୁହେଁ ବରଂ ଦର୍ଶକ ମଧ୍ୟ ଆମ ସହ ଖେଳୁଛନ୍ତି ଅନୁଭବ ହୁଏ ବୋଲି କହିଲେ କ୍ୟାପଟେନ ରାନୀ ରମପାଲ୍ । ଫରୱାର୍ଡ ବନ୍ଦନା କାଟାରିୟା କହିଲେ, ଓଡିଶା ଆମପାଇଁ ଦ୍ବିତୀୟ ଘର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ