ମମିତା ମେହେର ମୃତ୍ୟୁ ଘଟଣା: ମନ୍ତ୍ରୀଙ୍କୁ ଟାର୍ଗେଟ କଲା ଛାତ୍ର କଂଗ୍ରେସ

By

Published : Oct 21, 2021, 6:30 PM IST

thumbnail
ଭୁବନେଶ୍ବର: ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ଭୁବନେଶ୍ୱରରେ କଳାପତାକା ପଦର୍ଶନ କରିଛି ଛାତ୍ର କଂଗ୍ରେସ । ବିଜେଡି ଶାସନରେ ରାଜ୍ୟରେ ମହିଳାମାନେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ସେପଟେ ମହିଳା କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ମମତାଙ୍କ ପୈତୃକ ଘର ଝରଣୀକୁ ଯାଇ ତାଙ୍କ ବାପ-ମା ଓ ଅନ୍ୟ ସମ୍ପର୍କୀୟଙ୍କୁ ଭେଟିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.