thumbnail

ଦୃଢ ଇଛାଶକ୍ତି ଆଗରେ ସବୁକିଛି ସମ୍ଭବ

By

Published : May 28, 2019, 3:00 PM IST

Updated : May 28, 2019, 3:17 PM IST

ମନରେ ଅଦମ୍ୟ ସାହସ ଓ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇଥାଏ । ଗୋଟିଏ ଛୋଟପିଲା କେମିତି 2ରୁ 3ଥର କିକ୍ ମାରି ଏକ ପଟାକୁ ଭାଙ୍ଗିବାରେ ଅସମର୍ଥ ହୋଇଥିଲା । ଅସମର୍ଥ ହୋଇ କାନ୍ଦିବାରୁ ମନରେ ସାହସ ଭରିଥିଲେ ପ୍ରଶିକ୍ଷକ (କୋଚ୍) । ଆଉ ଶେଷରେ ପିଲାଟି ପଟାଟିକୁ ଭାଙ୍ଗିବାରେ ସମର୍ଥ ହୋଇଥିଲା ।
Last Updated : May 28, 2019, 3:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.