thumbnail

By

Published : Jan 21, 2022, 4:31 PM IST

Updated : Jan 21, 2022, 4:49 PM IST

ETV Bharat / Videos

ଜାତୀୟ ଯୁଦ୍ଧ ସ୍ମାରକୀ ସହ ବିଲୟ ହେଲା ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ: ଜାତୀୟ ଯୁଦ୍ଧ ସ୍ମାରକୀ ସହ ବିଲୟ ହେଲା ଅମର ଯବାନ ଜ୍ୟୋତି । ନୂଆଦିଲ୍ଲୀର ଇଣ୍ଡିଆ ଗେଟ ନିକଟରେ ଥିବା ଅମର ଜବାନ ଜ୍ୟୋତି ସ୍ଥାନାନ୍ତରିତ ହୋଇ ଆଜିଠୁ ଜାତୀୟ ଯୁଦ୍ଧ ସ୍ମାରକୀ ସହିତ ବିଲୟ ହୋଇଛି । ଆଜି ତିନି ସେନାର ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରାଯାଇଛି ।
Last Updated : Jan 21, 2022, 4:49 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.