thumbnail

By

Published : Jun 7, 2021, 12:03 PM IST

ETV Bharat / Videos

ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟତ ଠପ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଭୂସ୍ଖଳନ ହୋଇଛି । ଫଳରେ ରାସ୍ତାରେ ବିପୁଳ ପରିମାଣର ପଥରଖଣ୍ଡ ପଡି ରହିଛି । ଏଥିଯୋଗୁଁ ଗଙ୍ଗୋତ୍ରୀ ଧାମ ସମେତ ଅନ୍ତର୍ଜାତୀୟ ସୀମା, ହର୍ଷିଲ ଏବଂ ଭଟୱାଡି ଉପତ୍ୟକାର 11 ଟି ଗାଁ ଜିଲ୍ଲା ମୁଖ୍ୟାଳୟରୁ ବିଚ୍ଛିନ୍ନ ହୋଇଛି । ରାସ୍ତା ସଫା କାର୍ଯ୍ୟ ଜାରି ରହିଛି । ରାତି 9ଟା ସୁଦ୍ଧା ଯାତାୟତ ସ୍ବାଭାବିକ ହେବାର ସମ୍ଭାବନା ରହିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.