thumbnail

ମାଛ ଦେଉଛି ନିଯୁକ୍ତି, ହେଲେ ମିଳୁନି ପ୍ରୋତ୍ସାହନ

By

Published : Jul 10, 2019, 1:31 PM IST

ବାଲେଶ୍ବର ଜିଲ୍ଲା ରେମୁଣାର ବର୍ଦ୍ଧନପୁର ଅଞ୍ଚଳର ଲୋକେ ମାଛଚାଷ କରି ବର୍ଷ ତମାମ ଲାଭବାନ ହେଉଛନ୍ତି । କେବଳ ଚାଷୀ ନୁହେଁ ଜିଲ୍ଲାର ବଡ ବଡିଆ ବାବୁ ବି ସରକାରୀ ଚାକିରୀକୁ ଏଡାଇ ମାଛ ଚାଷ ଭଳି ପେଶାକୁ ଆପଣାଇଛନ୍ତି । କିନ୍ତୁ ରହିଛି ସରକାରୀ ସ୍ତରରେ ସଚେତନତାର ଅଭାବ ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.