ରାୟଗଡାରେ ଆକାଶରୁ ଖସୁଛି ନିଆଁବର୍ଷା, ପାରଦ ଛୁଇଁଲା 45 ଡିଗ୍ରୀ
🎬 Watch Now: Feature Video
ରାୟଗଡା: ସପ୍ତାହକ ମଧ୍ୟରେ ରାୟଗଡା ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀରୁ ବୃଦ୍ଧି ହୋଇ 45 ଡିଗ୍ରୀରେ ପହଁଞ୍ଚିଲାଣି । ଜିଲ୍ଲାଟା ସାରା ବର୍ଷୁଛି ନିଆଁ, ସତେ ଯେମିତି ନିଆଁ ଝୁଲ ଖସୁଛି ଆକାଶମାର୍ଗରୁ । ତା’ ସାଙ୍ଗକୁ ଦକ୍ଷିଣ ପଶ୍ଚିମ ଝାଞ୍ଜି ପବନ ପ୍ରବାହରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।