ସିଝୁଛି ମାଲକାନଗିରି, ଚୁଆ ପାଣିରେ ମେଣ୍ଟୁଛି ଶୋଷ - water

🎬 Watch Now: Feature Video

thumbnail

By

Published : Jun 1, 2019, 6:04 PM IST

ମାଲକାନଗିରି: ତତଲା କଡେଇରେ ସିଝୁଛି ମାଲକାନଗିରି । ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା । ତାତି ସାଙ୍ଗକୁ ଜଳକଷ୍ଟରେ କଲବଲ ଉପାନ୍ତ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟ । ପାରଦ 47 ଡିଗ୍ରୀକୁ ଛୁଇଁଥିବା ବେଳେ ଶୁଖି ଯାଇଛି ସମସ୍ତ ଜଳାଶୟ । ଆଉ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଏକମାତ୍ର ଭରସା ପାଲଟିଛି ପାହାଡ ପାଖରେ ଥିବା ଛୋଟିଆ ଚୁଆ ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.