thumbnail

By

Published : Aug 10, 2019, 11:35 PM IST

ETV Bharat / Videos

ବଡି ବିଲ୍ଡର ବିକୁଛନ୍ତି ବରା: ଏସିଆନ ଚାମ୍ପିଆନସିପରେ ଭାଗ ନେବାକୁ ଅର୍ଥ ବାଧକ

ଭୁବନେଶ୍ବର: ଓଡିଆ ପୁଅଙ୍କ ଅନନ୍ୟ ଉପଲବ୍ଧି । ରାଜ୍ୟ, ଜାତୀୟ ଠାରୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବଡି ବିଲ୍ଡିଂରେ  ବହୁ ମେଡାଲ ଆଣିଛନ୍ତି ରାଜଧାନୀର ରଶ୍ମିରଞ୍ଜନ ସାହୁ । ଏବେ ସେ  ୫୩ତମ ଏସିଆନ ବଡିବିଲ୍ଡିଂ ଚାମ୍ପିଅନସିପ ୨୦୧୯ ପାଇଁ ମନୋନୀତ ହୋଇଛନ୍ତି । କିନ୍ତୁ ଏଠାରେ ଅର୍ଥ ବାଧକ  । ହାତରେ ମାତ୍ର 3ଦିନ। ଯଦି ଟଙ୍କା ଏକଜୁଟ ନ ହୁଏ ଧୂଳିସାତ ହୋଇଯିବ ରଶ୍ମିଙ୍କ ସ୍ବପ୍ନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.