ପିପିଇ କିଟ୍‌ରେ ଗରବା, ଦେଖନ୍ତୁ ଭିଡିଓ

By

Published : Oct 16, 2020, 7:15 AM IST

Updated : Oct 16, 2020, 8:24 AM IST

thumbnail
ଗାନ୍ଧୀନଗର: ପିପିଇ କିଟ୍‌ରେ ଡିଜାଇନ ହୋଇଥିବା ଡ୍ରେସ ପିନ୍ଧି ଗରବା କଲେ ଛାତ୍ରଛାତ୍ରୀ । ଗୁଜୁରାଟର ସୁରଟରେ କିଛି ଫ୍ୟାଶନ ଡିଜାଇନ କୋର୍ସ କରୁଥିବା ଛାତ୍ରଛାତ୍ରୀ ଏଭଳି ଡ୍ରେସ ଡିଜାଇନ କରି ଗରବା କରୁଥିବା ଦେଖିବାକୁ ମିଳିଛି । କୋରୋନାକୁ ଦୃଷ୍ଟିରେ ରଖି ନିଜ ସୁରକ୍ଷା ସହ ପିପିଇ କିଟ୍‌ ଉପରେ ସୁନ୍ଦର ସୁନ୍ଦର ପେଣ୍ଟିଂ କରି କିଟ୍‌ କୁ ଫ୍ୟାଶନ ଲୁକ୍‌ ମଧ୍ୟ ଦିଆଯାଇଛି । ତେବେ କୋରୋନା କାଳରେ କିପରି ନିଜ ସୁରକ୍ଷା ସହ ପରମ୍ପରାକୁ ମଧ୍ୟ ବଜାୟ ରଖି ହେବ ତାହା ଦର୍ଶାଇଛନ୍ତି । ଯାହା ଲୋକମାନେ ବେଶ ପ୍ରଶଂସା କରିଛନ୍ତି ।
Last Updated : Oct 16, 2020, 8:24 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.