thumbnail

By

Published : May 3, 2019, 4:31 PM IST

ETV Bharat / Videos

ପୁରୀ ପରେ ରାଜଧାନୀରେ ଫନି ତାଣ୍ଡବ

ଭୁବନେଶ୍ବର: ତାଣ୍ଡବ ରଚୁଛି ବାତ୍ୟା ‘ଫନି’ । ତେବେ ପୁରୀରେ ଆରମ୍ଭ ହୋଇ ଯାଇଛି ଏହାର କରାଳ ରୂପ । ସ୍ଥଳଭାଗ ଛୂଇଁବା ପରେ ବାତ୍ୟା ବିଭୀଷିକାର ରୂପ ନେଇଛି ସାମୁଦ୍ରିକ ଝଡ ‘ଫନି’ । ଏହାର ପ୍ରଭାବ ଭୁବନେଶ୍ବରରେ ମଧ୍ୟ ଦେଖିବାକୁ ମିଳିଛି ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.