thumbnail

କୋରାପୁଟରେ 'ଫନି' ପ୍ରଭାବ: ଅରେଞ୍ଜ ୱାର୍ଣ୍ଣିଂ ଜାରି

By

Published : May 2, 2019, 11:46 PM IST

କୋରାପୁଟ: ସାରା ରାଜ୍ୟକୁ ଏବେ 'ଫନି' ଭୟ । ବାତ୍ୟାକୁ ମୁକାବିଲା କରିବାକୁ ସରକାର ପ୍ରସ୍ତୁତ ରହିଥିବା ବେଳେ ଏହି କ୍ରମରେ କୋରାପୁଟ ପାଇଛି ଅରେଞ୍ଜ ଷ୍ଟାଟସ । ଏହି ଷ୍ଟାଟସ ଅନୁଯାୟୀ ଜିଲ୍ଲା ପ୍ରଶାସନ ନିଜକୁ ପ୍ରସ୍ତୁତ କରିଥିବା କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.