thumbnail

By

Published : Nov 3, 2021, 7:23 PM IST

ETV Bharat / Videos

BKU ପ୍ରବକ୍ତା ରାକେଶ ଟିକାୟତଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧୀ ଆନ୍ଦୋଳନ ୧୨ ମାସରେ ପହଞ୍ଚିଥିବାବେଳେ ଆସନ୍ତା ୨୬ ତାରିଖରେ ଏହି ଆନ୍ଦୋଳନକୁ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଏହି ଆନ୍ଦୋଳନକୁ ସାରା ଦେଶରେ ଆହୁରି ପ୍ରଭାବଶାଳୀ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ସଂଯୁକ୍ତ କିଶାନ ମୋର୍ଚ୍ଚା । ତେବେ କୃଷି କାନୁନ ଓ କେନ୍ଦ୍ରର ଆଭିମୁଖ୍ୟ ନେଇ କଣ ରହିଛି କିଶାନ ମୋର୍ଚ୍ଚାର ପରବର୍ତ୍ତୀ ରଣନୀତି ସେନେଇ ଚାଷୀ ନେତା ତଥା BKU ପ୍ରବକ୍ତା ରାକେଶ ଟିକାୟତଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛି ଇଟିଭି ଭାରତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.