ଦୁଃଖ ଦେଉଛି ସାଳନ୍ଦୀ, ଅସରାଏ ବର୍ଷାରେ ଭାସୁଛି ଭଦ୍ରକ - rainy season
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-3677593-632-3677593-1561630077601.jpg)
ଭଦ୍ରକ: ସାଳନ୍ଦୀ ନଦୀ କୂଳରେ ଭଦ୍ରକ ସହର। ସାଳନ୍ଦୀ ନଦୀରେ ବନ୍ୟାଜଳ ଆସିଲେ ଭଦ୍ରକ ସହର ଜଳାର୍ଣ୍ଣବ ହୋଇଯାଏ । ଏହି ସମସ୍ଯା ପାଇଁ ଭଦ୍ରକବାସୀ ବେଶ ଚିନ୍ତିତ ହୋଇଥାନ୍ତି । ବନ୍ୟା ସ୍ଥିତି ଉପୁଜିବାର ପ୍ରମୁଖ କାରଣ ହେଉଛି ନଦୀରେ ଥିବା ଦଳ । ଏହି ଦଳ ଯୋଗୁଁ ନଦୀ ପୋତି ହୋଇଯାଉଛି । ଫଳରେ ବନ୍ୟାଜଳ ସହରରେ ପଶୁଛି । ଆଗକୁ ବର୍ଷା ଋତୁ ଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।