ସ୍ବାଧୀନତା ଦିବସରେ ଅତିଥି ହେଲେ କୋରୋନା ଯୋଦ୍ଧା

By

Published : Aug 15, 2021, 7:17 PM IST

thumbnail
ଭୁବନେଶ୍ବର: ଆଜି ଦେଶରେ ପାଳନ ହୋଇଛି ୭୫ ତମ ସ୍ବାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ଅତିଥି ଭାବରେ ସାମିଲ ହୋଇଛନ୍ତି କୋରୋନା ଯୋଦ୍ଧା । ଗତ ଦୁଇ ବର୍ଷ ହେଲା କୋରୋନା ମହାମାରୀ ସହ ଲଢେଇ ଜାରି ରହିଛି । କୋରୋନା ଲଢେଇର ଫ୍ରଣ୍ଟଲାଇନ ଯୋଦ୍ଧା ଭାବରେ ରହିଛି ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା । ରାଜ୍ୟସ୍ତରୀୟ ସ୍ବାଧୀନତା ଉତ୍ସବରେ ସାମିଲ ହୋଇ ଖୁସୀ ବ୍ୟକ୍ତ କରିଛନ୍ତି କୋରୋନା ଯୋଦ୍ଧା ତଥା ମେଡିକା କର୍ମଚାରୀ । ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ତାପସ ପରିଡା। ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.