'ଦିଲ୍ ଦିୱାନା ବିନ୍ ସଜନା କେ ମାନେନା' ସ୍ବରରେ କୋରୋନା ସଚେତନତା ଗୀତ - corona awareness song new coposition
🎬 Watch Now: Feature Video
ଗାନ୍ଧୀନଗର: 'ଦିଲ୍ ଦେୱାନା ବିନ୍ ସଜନା କେ ମା ନେ ନା' ଆପଣ ହୁଏ ତ ଏହି ଗୀତ 'ମେନେ ପ୍ୟାରେ କିଆ' ଫିଲ୍ମରେ ଶୁଣିଥିବେ । ହେଲେ ଏହି ଗୀତର ସ୍ବରରେ କୋରୋନା ସଚେତନତା ଗୀତ ଗାଇ ଚର୍ଚ୍ଚାରେ ଶିକ୍ଷକ । କଥାଟି ହେଉଛି ଯେତେବେଳେ ସୁରଟର ନାଗ ପ୍ରାଥମିକ ଶିକ୍ଷା କମିଟିର ଶିକ୍ଷକମାନେ ଧନଭନ୍ତରୀ ରଥରେ ଦୀପକ ଭାଇ ନାମକ ଜମେ ଶିକ୍ଷକ ନିୟୋଜିତ ହୋଇଥିଲେ । ସେଠାରେ କାର୍ଯ୍ୟ କରୁଥିବା ବେଳେ ସେ ଏହି ଗୀତ ଗାଇ ଥିଲେ । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
TAGGED:
corona awareness song