thumbnail

By

Published : Oct 26, 2020, 2:40 PM IST

ETV Bharat / Videos

ବିଜୟା ଦଶମୀରେ ସିନ୍ଦୁର ଖେଳ

କଟକ: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ବିଜୟ । କଟକ ନେତାଜୀ ନଗର ପୂଜା ମଣ୍ଡପ ଓ କାଜି ବଜାରରେ ବଙ୍ଗୀୟ ରିତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଯାଇଛି । କଟକଣା ମଧ୍ୟରେ ସିନ୍ଦୁର ଖେଳ ଖେଳି ପାରିଥିବାରୁ ବେଶ ଖୁସି ଅନୁଭବ କରିଛନ୍ତି କଟକ ବାସିନ୍ଦା । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.