12 ଘଣ୍ଟିଆ ଭାରତ ବନ୍ଦ; ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ନଜର
🎬 Watch Now: Feature Video
ଭୁବନେଶ୍ବର: ଏକାଧିକ ସରକାରୀ କ୍ଷେତ୍ରର ଘରୋଇକରଣ ଓ ନୂଆ କୃଷି ଆଇନ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ସେହିପରି ନୂଆ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ମଧ୍ୟ ଶ୍ରମିକ ସଂଗଠନ ନଭେମ୍ବର ୨୬ ଓ ୨୭ରେ ସମର୍ଥନ କରିଛନ୍ତି । କେନ୍ଦ୍ର ସରକାର ଆଣିଥିବା ଶ୍ରମ ଆଇନ ଏବଂ କୃଷି ଓ କୃଷକ ସମ୍ପର୍କିତ ଆଇନ ପ୍ରତ୍ୟାହାର ସହିତ ଅନ୍ୟାନ୍ୟ ଦାବିକୁ ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ