ପ୍ଲାଷ୍ଟିକ ସଂଗ୍ରହ କରୁଥିବା ମହିଳାଙ୍କ ଚମତ୍କାର ଇଂରାଜୀ, ଥରେ ଶୁଣନ୍ତୁ ତାଙ୍କ କାହାଣୀ... - ପ୍ଲାଷ୍ଟିକ ସଂଗ୍ରହ କରୁଥିବା ମହିଳା

🎬 Watch Now: Feature Video

thumbnail

By

Published : Aug 19, 2021, 12:54 PM IST

Updated : Aug 19, 2021, 1:10 PM IST

ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ସେସଲିଆ ନାମକ ଜଣେ ମହିଳା ଖୁବ ସୁ୍ନ୍ଦର ଭାବରେ ଇଂରାଜୀ କହୁଛନ୍ତି । ଏହି ଭିଡିଓଟି ଶାଚିନା ହେଗଗରଙ୍କ ଦ୍ବାରା ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । ଭିଡିଓରେ ମହିଳା ଜଣଙ୍କ ୨୦୦୭ରୁ ୧୪ ସାତ ବର୍ଷ ଧରି ଜାପାନରେ ରହିଥିବା କଥା କହିଛନ୍ତି । ଏହା ସହିତ ସେ ଏକ ସୁନ୍ଦର ଗୀତ ମଧ୍ୟ ଗାଇଛନ୍ତି । ମହିଳା ଜଣଙ୍କ ରାସ୍ତାରୁ ପ୍ଲାଷ୍ଟିକ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ପ୍ଲାଷ୍ଟିକ ବିକ୍ରି କରି ଚଳନ୍ତି ସେସଲିଆ । ଏହି ଭିଡିଓଟି ସେୟାର କରି ଶଚିନା କହିଛନ୍ତି ଆମ ଚାରିପାଖରେ ଅନେକ କାହାଣୀ ରହିଛି । କିଛି ଭଲ କିଛି ଖରାପ । ଆପଣଙ୍କୁ କେବଳ ଦେଖିବା ଦରକାର ।
Last Updated : Aug 19, 2021, 1:10 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.