କୋଟପାଡ ବୁଣାକାରଙ୍କ ଦୁଃଖ ବୁଝିବେ ମନ୍ତ୍ରୀ ପଦ୍ମିନୀ ଦିଆନ - Padmini Dian

🎬 Watch Now: Feature Video

thumbnail

By

Published : Jun 1, 2019, 6:05 PM IST

କୋରାପୁଟ:  ଏଥର କୋଡପାଟବାସୀଙ୍କ ଦୁଃଖ ଶୁଣିବେ ସରକାର । ବୁଣାକାରଙ୍କୁ ମିଳିବ ସମସ୍ତ ସୁବିଧା । ଅନୁସୂଚିତ ଜାତିର ମାନ୍ୟତା ସହ ଯୋଗାଇ ଦିଆଯିବ ଭତ୍ତା । ଜାତୀୟ ଓ ରାଜ୍ୟସ୍ତରୀୟ ସମ୍ମାନିତ ବୁଣାକାରଙ୍କ କଥା ବୁଝୁନଥିବା ସରକାର ବାଧ୍ୟ ହେବେ ମନ୍ତ୍ରୀଙ୍କ କଥା ଶୁଣିବାକୁ । କାହିଁକି ନାଁ ଏମାନଙ୍କ କଥା ବୁଝିବେ ଏ ଅଞ୍ଚଳର ବୋହୂ ତଥା ମନ୍ତ୍ରୀ ପଦ୍ମିନୀ ଦିଆନ । ହସ୍ତତନ୍ତ ମନ୍ତ୍ରୀ ପଦ ମିଳିବା ପରେ ଆଶାବାଦୀ କୋଟପାଡର ବୁଣାକାର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.