thumbnail

ମୋବାଇଲ ଲାଇଟରେ +2 ଖାତା ଦେଖା ଘଟଣା: ପୁନଃ ମୂଲ୍ୟାୟନ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

By

Published : May 17, 2019, 7:18 PM IST

Updated : May 17, 2019, 7:38 PM IST

ମୟୂରଭଞ୍ଜ: ପୁନଃ ମୂଲ୍ୟାୟନ ହେବ MPC ସ୍ବୟଂସାଶିତ ମହାବିଦ୍ୟାଳୟର ଯୁକ୍ତ ୨ ପରୀକ୍ଷାଖାତା । ମେ ୧୪ ତାରିଖରେ ମୟୂରଭଞ୍ଜରେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ସରବରାହ ଠପ ହୋଇଯାଇଥିଲା । ଫଳରେ ମୋବାଇଲ ଲାଇଟରେ ଖାତା ଦେଖିଥିଲେ ଅଧ୍ୟାପକ ଓ ଅଧ୍ୟାପିକା । ଘଟଣାକୁ ଉଚ୍ଚଶିକ୍ଷା ବିଭାଗ ଗୁରୁତରସହ ଗ୍ରହଣ କରିଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ଖାତାର ପୁନଃ ମୂଲ୍ୟାୟନ ପାଇଁ କେନ୍ଦ୍ର ସୁପରିଟେଣ୍ଡେଣ୍ଟକୁ ନିର୍ଦ୍ଦେଶ ଦେଇଛି ବିଭାଗ ।
Last Updated : May 17, 2019, 7:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.