ଘର ଭଡା ନଦେବାରୁ ଫାଙ୍କା ଗୁଳି ଚାଳନା କଲେ ଘର ମାଲିକ, ଦେଖନ୍ତୁ ଭିଡିଓ

By

Published : Jun 15, 2020, 2:13 PM IST

thumbnail

ବେଙ୍ଗାଲୁରୁ: ଲକଡାଉନରେ ଭଡାଟିଆଙ୍କୁ ଘର ଭଡା ଚାଡ କରିବାକୁ ଅପିଲ କରିଥିଲେ କେନ୍ଦ୍ରସରକାର । ହେଲେ ଏମିତି କିଛି ଘର ମାଲିକ ଅଛନ୍ତି ଯେଉଁମାନେ ଭଡାଟିଆଙ୍କ ଉପରେ ଜୁଲମ କରୁଥିବା ଦେଖିବାକୁ ମିଳୁଛି । କେରଳର ବେଲଗୌମ ଜିଲ୍ଲାର ଚିକ୍କୋଡି ଅଞ୍ଚଳରେ ଜଣେ ଘର ମାଲିକ ଭଡାଟିଆ ଜଣଙ୍କ ଭଡା ଦେଇ ନପାରିବାରୁ ଫାଙ୍କା ଗୁଳି ଚାଳନା କରିଛନ୍ତି । ଏହାର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ଉକ୍ତ ଘର ମାଲିକକୁ ହେପାଜତକୁ ନେଇଥିବା ଜଣାପଡିଛି । @ ANI

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.