thumbnail

ସରକାରୀ ଛାତ ତଳେ ବିତୁଛି 200 ଜୀବନ

By

Published : Jul 3, 2019, 1:22 PM IST

କୋରାପୁଟ:  ସରକାରୀ କ୍ବାର୍ଟର ତ ନୁହେଁ, ବରଂ ଜରି ପାଲ ବିଛାଯାଇଥିବା ଝୁମ୍ପୁଡ଼ି ଘର । ବସ୍ତିଠୁ ବି ସ୍ଥିତି ଆହୁରି ଦୟନୀୟ । ଅସ୍ବାସ୍ଥ୍ୟକର ପରିବେଶ ।  ଆଉ ଏଠି ରହିବାର 10 ବର୍ଷ ପରେ ମଧ୍ୟ ବଦଳିପାରିନି ପରିଚୟର ନୂଆ ଠିକଣା । ଏ ଚିତ୍ର ହେଉଛି କୋରାପୁଟ ଜିଲ୍ଲା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟର । ବିତିଯାଇଛି ଗୋଟିଏ ଦଶନ୍ଧି । ସରିଯାଇଛି ଚାଷୀ ମୂଲିଆ ସଂଘ ଆକ୍ରୋଶର ରୋଷ । ହେଲେ ସୁଧୁରିନି ପୋଡ଼ାପଦର ଗ୍ରାମର 40 ବିସ୍ଥାପିତ ପରିବାରଙ୍କ ଅବସ୍ଥା । ରୋଷର ଶିକାର ହୋଇ ଏବେ ନର୍କ ଯନ୍ତ୍ରଣାରେ ସଢୁଛନ୍ତି 40 ବିସ୍ଥାପିତ ପରିବାର । ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ... ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.