ଘରେ ବନାନ୍ତୁ ଚଟ୍‌ପଟା ପନିର ବ୍ରେଡ ରୋଲ, ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ - କେମିତି ପ୍ରସ୍ତୁତ କରିବେ ପନିର ବ୍ରେଡ ରୋଲ

🎬 Watch Now: Feature Video

thumbnail

By

Published : Jul 23, 2022, 9:10 AM IST

Updated : Feb 3, 2023, 8:25 PM IST

ହାଇଦ୍ରାବାଦ: ଓଜନ କମାଇବା ପାଇଁ ବର୍ତ୍ତମାନ ଡାଏଟିଂ କ୍ରେଜରେ ଯୁବପିଢି । କମ ତେଲ ମସଲାରେ ବିଭିନ୍ନ ଚଟପଟା ଖାଦ୍ୟ ଖାଇବା ସମସ୍ତଙ୍କ ପସନ୍ଦ ହୋଇଥାଏ । ତେବେ ଆପଣ ବିଭିନ୍ନ ପ୍ରକାର ରୋଲ ଖାଇଥିବେ। କିନ୍ତୁ କମ ତେଲ ମସଲାରେ କେବେ ପନିର ବ୍ରେଡ ରୋଲ ଖାଇଛନ୍ତି କି । ତେବେ କିପରି କରିବେ ଚଟପଟା ପନିର ବ୍ରେଡ ରୋଲ ଜାଣିବା ପାଇଁ ଦେଖନ୍ତୁ ପ୍ରସ୍ତତି ପ୍ରଣାଳୀ । ଶିଖନ୍ତୁ ଆଉ ଘରେ ବନାନ୍ତୁ ।
Last Updated : Feb 3, 2023, 8:25 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.