ଘରେ ବନାନ୍ତୁ ପମ୍ପକିନ ହାଲୱା, ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ - ପମ୍ପକିନ ହାଲୱା

🎬 Watch Now: Feature Video

thumbnail

By

Published : Jun 22, 2022, 7:41 AM IST

Updated : Feb 3, 2023, 8:24 PM IST

ହାଇଦ୍ରାବାଦ: ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାକୁ ପସନ୍ଦ କରନ୍ତି । ବିଶେଷ କରି ଡାଏଟକୁ ବେଶି ଗୁରୁତ୍ବ ଦେଇ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ସୁସ୍ଥ ଓ ସ୍ବଦିଷ୍ଟ ଖାଦ୍ୟ ଖାଇବାକୁ ସଭିଙ୍କ ପସନ୍ଦ । ତେବେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ତିଆରି କରିପାରିବେ ଡାଏଟ ଖାଇବା । ଏଭଳି ଏକ ସହଜ ରେସିପି ହେଉଛି ଡାଏଟ ପମ୍ପକିନ ହାଲୱା (pumpkin Halwa)। ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ।
Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.