ଏକ୍ସ ବୟଫ୍ରେଣ୍ଡ ରୋହମନଙ୍କ ସହ ନଜର ଆସିଲେ ସୁସ୍ମିତା, କୁଆଡେ ଗଲେ ଲଳିତ ମୋଦି - ଏକ୍ସ ବୟଫ୍ରେଣ୍ଡ ରୋହମନ
🎬 Watch Now: Feature Video

ମୁମ୍ବାଇ: ପୁଣି ଏକାଠି ନଜର ଆସିଲେ ସୁସ୍ମିତା ସେନ୍ ଏବଂ ତାଙ୍କ ପୂର୍ବତନ ପ୍ରେମିକ ରୋହମନ ଶଲ । ଦୁହିଁଙ୍କୁ ମୁମ୍ବାଇର ସାନ୍ତାକ୍ରୁଜ୍ ଅଞ୍ଚଳରେ ଦେଖିବାକୁ ମିଳିଛି । ସୁସ୍ମିତାଙ୍କ ସାଥିରେ ଥିଲେ ତାଙ୍କ ବଡ଼ ଝିଅ ରେନେ ସେନ୍। ଏହି ତିନିଜଣ ସୁସ୍ମିତାଙ୍କ ସାନ ଝିଅ ଆଲିସା ସେନ୍ଙ୍କ ଜନ୍ମଦିନ ସପିଂ ପାଇଁ ବାହାରିଥିଲେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖିବା ପରେ ଲଲିତ ଭାଇ କାହାନ୍ତି ବୋଲି ୟୁଜର୍ସ ପଚାରିଛନ୍ତି ।
Last Updated : Feb 3, 2023, 8:27 PM IST