ପ୍ରେମ ବିନା ଶାରୀରିକ ସଂପର୍କର ମାନେ କିଛି ନାହିଁ, କହିଲେ ସିଦ୍ଧାର୍ଥ - Sidharth Malhotra

🎬 Watch Now: Feature Video

thumbnail

By

Published : Aug 19, 2022, 1:32 PM IST

Updated : Feb 3, 2023, 8:26 PM IST

ବିନା ପ୍ରେମରେ ଶାରୀରିକ ସଂପର୍କର ମାନେ କିଛି ନାହିଁ କହିଲେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । କରଣ ଜୋହରଙ୍କ ଚାର୍ଟ ସୋ କଫି ୱିଥ୍ କରନ୍ 7ରେ ପହଞ୍ଚିଛନ୍ତି ସିଦ୍ଧାର୍ଥ ମାଲହୋତ୍ରା ଓ ବିକି କୌଶଲ । ଏହି ସୋ ରେ ଦୁହେଁ ନିଜ ପର୍ସନାଲ ଲାଇଫ୍‌କୁ ନେଇ ଖୋଲିଛନ୍ତି ଅନେକ ଗୁମର । ବିକି କ୍ୟାଟ୍ରିନାଙ୍କ ରାଜ୍‌ ଖୋଲିଥିବାବେଳେ ସିଦ୍ଧାର୍ଥ କହିଛନ୍ତି, ପ୍ରେମ ମଧ୍ୟ ହେବା ଜରୁରୀ । ପ୍ରେମ ବିନା ଶାରୀରିକ ସଂପର୍କ କିଛି ନୁହେଁ ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.