thumbnail

By

Published : Oct 15, 2022, 1:39 PM IST

Updated : Feb 3, 2023, 8:29 PM IST

ETV Bharat / Videos

Lakme Fashion Week: ରାମ୍ପ ଓ୍ବାକ୍‌ରେ ବଲିଉଡ୍‌ ସେଲିବ୍ରିଟିଙ୍କ ଜଲୱା

ଅଭିନେତ୍ରୀ ମଲାଇକା ଆରୋରା, ରିୟା ଚକ୍ରବର୍ତ୍ତୀ ଏବଂ ଚିତ୍ରାଙ୍ଗଦା ସିଂ ନିକଟରେ ଲାକ୍‌ମି ଫ୍ୟାସନ୍‌ ୱିକ୍‌ 2022 (Lakme Fashion Week) ରେ ଶୋଷ୍ଟପର୍ ଭାବରେ ନିଜର ଜଲଓ୍ବା ଦେଖାଇଛନ୍ତି । ମଲାଇକା ଡିଜାଇନ୍‌ର ଲାଇମରିକଙ୍କ ପାଇଁ ଶୋଷ୍ଟପର୍ ହୋଇଥିବାବେଳେ ରିୟା ଚକ୍ରବର୍ତ୍ତୀ ପୋଷାକ ବ୍ରାଣ୍ଡ ଗୁଆପା ପାଇଁ ରାମ୍ପ ଓ୍ବାକ୍‌ କରିଥିଲେ । ଏହି ସମୟରେ ଚିତ୍ରାଙ୍ଗଡା ଫ୍ୟାସନ୍ ଗାଲାରେ ଇଶା ଏଲ୍ ଅମିନଙ୍କ ସୋ’ରେ ଗ୍ଲାମର ତଡକା ଲଗାଇଥିଲେ ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.