Hockey World Cup: ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ବାହାରେ କ୍ରେଜ୍, ଦେଖନ୍ତୁ ସ୍କୁଲ ପିଲାଙ୍କ ଏକ୍ସାଇଟମେଣ୍ଟ

By

Published : Jan 13, 2023, 3:54 PM IST

Updated : Feb 3, 2023, 8:38 PM IST

thumbnail

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ହକି ମହାକୁମ୍ଭ । ହକି ଦେଖିବାକୁ ଷ୍ଟାଡିୟମ ବାହାରେ ଦେଖିବାକୁ ମିଳିଛି ଦର୍ଶକଙ୍କ କ୍ରେଜ । ଗଣେଶ ହାଏର ସେକେଣ୍ଡାରୀ ସ୍କୁଲ ଅନ୍ଧାରୁଆର ଛାତ୍ରଛାତ୍ରୀଙ୍କୁ ନେଇ ମ୍ୟାଚ ଦେଖିବାକୁ ଆସିଛନ୍ତି ସ୍ତୁଲ କର୍ତ୍ତୁପକ୍ଷ । ଏନେ 106ଟି ଟିକେଟ କାଟି ସ୍କୁଲ କର୍ତ୍ତୃପକ୍ଷ ଆସିଥିବା ବେଳେ ପିଲାଙ୍କ ସ୍ପୋର୍ଟସ ପ୍ରତି ରୁଚି ରହିଥିବାରୁ ଏଭଳି ପ୍ରୟାସ କରିଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ତେବେ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମର ଭୁବନେଶ୍ବର ପ୍ରତିନିଧି ତାପସ ପରିଡା । ଇଟିଭି ଭାରତ, ଭୁବନେଶ୍ବର 

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.