thumbnail

By

Published : Feb 22, 2022, 10:24 AM IST

Updated : Feb 3, 2023, 8:17 PM IST

ETV Bharat / Videos

panchayat polls: ଭୋଟ ଦେଲେ ଦଶପଲ୍ଲା ବିଧାୟକ ରମେଶ ବେହେରା

ନୟାଗଡ଼: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଭୋଟ ଦେଉଛନ୍ତି ଜନତା। ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ, ଭାପୁର ଏବଂ ଦଶପଲ୍ଲା ବ୍ଲକରେ ଆଜି ମତଦାନ ଚାଲିଛି l ଏହି ପରିପ୍ରେକ୍ଷୀରେ ଦଶପଲ୍ଲା ବିଧାୟକ ରମେଶ ବେହେରା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ବ୍ଲକର ଡମାହାଣ୍ଡି ଗାଁରେ ଉପସ୍ଥିତ ରହି ଭୋଟ ଦେଇଛନ୍ତି l ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.