thumbnail

By

Published : Feb 18, 2022, 6:40 AM IST

Updated : Feb 3, 2023, 8:17 PM IST

ETV Bharat / Videos

Panchayat Poll: ତୃତୀୟ ପର୍ଯ୍ୟାୟ ମତଦାନ, ଗଞ୍ଜାମ 15 ନଂ ଜୋନରେ ଜମୁଛି କଂଗ୍ରେସର ପ୍ରଚାର

ବ୍ରହ୍ମପୁର: ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକ ୧୫ ନମ୍ବର ଜୋନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଧନୁର୍ଦ୍ଧର ଦାଶ ଜାରି ରଖିଛନ୍ତି ନିଜର ପ୍ରଚାର । ସ୍ଥାନୀରେ ଅଞ୍ଚଳରେ ରହିଥିବା କୃଷି ଓ କୃଷକର ସମସ୍ୟା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରମୁଖ ବିଷୟକୁ ନେଇ ସମର୍ଥକଙ୍କ ସହ ପ୍ରଚାର ଜାରି ରଖିଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.