Panchayat Poll: ଘରକୁ ଘର ବୁଲି କଂଗ୍ରେସ ପ୍ରାର୍ଥୀ କରୁଛନ୍ତି ପ୍ରଚାର - କଂଗ୍ରେସର ପଞ୍ଚାୟତ ନିର୍ବାଚନୀ ପ୍ରଚାର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14456348-thumbnail-3x2-nuapada.jpg)
ନୂଆପଡା: ଆଉ ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ପ୍ରଚାର ସେତିକି ଜୋରରେ ମଧ୍ୟ ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀ କରୁଛନ୍ତି ଜୋରଦାର ପ୍ରଚାର । ସେହିପରି ନୂଆପଡା ଜିଲ୍ଲାର ବିଭିନ୍ନ ଜିଲ୍ଲା ପରିଷଦ ଜୋନରେ ମଧ୍ୟ ଜୋରଦାର ପ୍ରଚାର ଅଭିଯାନ ଚଳାଇଛନ୍ତି ପ୍ରାର୍ଥୀ । ତେବେ ଜିଲ୍ଲା ପରିଷଦ 9 ନମ୍ବର ଜୋନରେ କଂଗ୍ରେସ ପ୍ରାର୍ଥୀ ଭରତ ଲାଲ ରାଉତଙ୍କ ସମର୍ଥକଙ୍କ ସହ କରୁଛନ୍ତି ନିର୍ବାଚନୀ ପ୍ରଚାର । ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ନୂଆପଡା ସମ୍ବାଦଦାତା ମୋତିଲାଲ ବାଗ୍ ।
Last Updated : Feb 3, 2023, 8:11 PM IST