thumbnail

By

Published : May 1, 2020, 1:48 PM IST

ETV Bharat / Videos

ଖୋଲିଲା ବାପୁଜୀନଗର ମାର୍କେଟ, ଦେଖନ୍ତୁ କିପରି ରହିଛି ସ୍ଥିତି...

ଭୁବନେଶ୍ବର: ଖୋଲିଲା ବାପୁଜୀନଗର ମାର୍କେଟ । ସାମାଜିକ ଦୂରତା ବଜାୟ ରଖି ବେପାର କରୁଛନ୍ତି ବ୍ୟବସାୟୀ । ଗ୍ରାହକଙ୍କୁ ସାମାଜିକ ଦୂରତା ରକ୍ଷାକରିବାକୁ ମଧ୍ୟ ପ୍ରବର୍ତ୍ତାଉଛନ୍ତି । ସେପଟେ ପୋଲିସ ପକ୍ଷରୁ ମଧ୍ୟ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରୁଥିବା ଦେଖିବାକୁ ମିଳିଛି । ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.