ଦେଖନ୍ତୁ, ବାଲେଶ୍ବରରେ କିପରି ରହିଛି ସଟଡାଉନ ସ୍ଥିତି - ବାଲେଶ୍ବରରେ କିପରି ରହିଛି ସଟଡାଉନ ସ୍ଥିତି
🎬 Watch Now: Feature Video
ବାଲେଶ୍ବର: ରାଜ୍ୟ ସରକାର ଜୁନ ମାସର ପ୍ରତି ଶନିବାର ଓ ରବିବାର ରାଜ୍ୟର 11ଟି ଜିଲ୍ଲାକୁ ସଟଡାଉନ ଘୋଷଣା କରିଥିଲେ । ଯେଉଁଥିରେ ବାଲେଶ୍ବର ଜିଲ୍ଲା ମଧ୍ୟ ସାମିଲ ଥିଲା । ତେବେ ଆଜି ମାସର ଶେଷ ଶନିବାର ହୋଇଥିବାରୁ ଜିଲ୍ଲାକୁ ମଧ୍ୟ ସଟଡାଉନ କରାଯାଇଛି । ତେବେ ମାସର ଶେଷ ଶନିବାରରେ କିପରି ରହିଛି ସ୍ଥିତି ସେନେଇ ଅଧିକ ସୂଚନା ଦେଇଛନ୍ତି ବାଲେଶ୍ବର ସମ୍ବାଦଦାତା ଜୀବନ ଜ୍ୟୋତି ନାୟକ ।