ଯୁବପୀଢିଙ୍କୁ ଜଣାନାହିଁ ସାଧାରଣତନ୍ତ୍ର ଦିବସ ବିଷୟରେ, ଦେଖନ୍ତୁ ଭିଡିଓ... - 71 ତମ ସାଧାରଣତନ୍ତ୍ର ଦିବସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5847988-thumbnail-3x2-bbsr.jpg)
ଭୁବନେଶ୍ବର: ଆଜି 71 ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଚାରିଆଡେ ଉତ୍ସବମୁଖର । ତେବେ ଆସନ୍ତୁ ଜାଣିବା ସାଧାରଣତନ୍ତ୍ର ଦିବସକୁ ନେଇ କଣ କହୁଛନ୍ତି ଆମ ଯୁବପିଢୀ । ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ