ଏ ଯୁଗର ଗୋପବନ୍ଧୁ, ପରିବାର ଛାଡି ପ୍ରବାସୀଙ୍କ ସେବାରେ ସୋଲର ସରପଞ୍ଚ - ଏ ଯୁଗର ଗୋପବନ୍ଧୁ
🎬 Watch Now: Feature Video
‘ମିଶୁ ମୋର ଦେହ ଏଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ବରାଜ୍ୟ ପଛେ ଯେତେ ଗାଡ, ପୂରୁ ତହିଁ ପଡି ମୋର ମାଂସ ହାଡ ।’ ଉତ୍କଳମଣି ଗୋପବନ୍ଧୁଙ୍କ ଏହି କାଳଜୟୀ ଉକ୍ତିକୁ କୋରୋନା କାଳରେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଯାଜପୁର ସୋଲାର ପଞ୍ଚାୟତର ସରପଞ୍ଚ ନୀଳମଣି ରାଉତ । ପ୍ରବାସୀଙ୍କ ସେବାରେ ନିଜକୁ ନିୟୋଜିତ କରି ନିଜ ଘରକୁ ଫେରୁନାହାଁନ୍ତି ସେ।