ଅଟକାଇପାରିନି ଥାଲେସେମିଆ, ରାଜାଙ୍କୁ ପରିଚୟ ଦେଲା କଳା - thalassemia patient
🎬 Watch Now: Feature Video
ଭୁବନେଶ୍ବର: ଦୃଢ ଇଚ୍ଛାଶକ୍ତି, ଅଦମ୍ୟ ସାହସ ଆଗରେ ହାର ମାନିଛି ଥାଲେସେମିଆ । ସ୍ମରଣଶକ୍ତି ହ୍ରାସ ଲାଗି ପାଠ ସିନା ପଢିପାରିଲେନି, ହେଲେ ନିଜ ଭିତରେ ଥିବା କଳାକୁ ସମସ୍ତଙ୍କ ସାମ୍ନାକୁ ଆଣି ଉଦାହରଣ ପାଲଟିଛନ୍ତି ଭୁବନେଶ୍ବରର ମଞ୍ଚେଶ୍ବରରେ ରହୁଥିବା ବିଶ୍ବଭୂଷଣ ଦଳେଇ ଓରଫ୍ ରାଜା।